ଥନ ଥନ
ଦେଖଣା
ଥନ ଥନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଥନ ଥନ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛନ୍ନ)
[ସମ୍ପାଦନା]- ୧. କାନ୍ଦିବାର ପୂର୍ବ ଅବସ୍ଥା — ୧. Readiness to weep.
- ୨. ଚକ୍ଷୁର ଲୋତକପୂର୍ଣ୍ଣ ଅବସ୍ଥା —୨. The state of the eyes being filled with tears.
ଭୀମଙ୍କର ବଚନ ଶୁଣି ଫାଲଗୁନ କ୍ରୋଧରେ ନୟନକୁ କରି ଥନ ଥନ କୃଷ୍ଣସିଂହ ମହାଭାରତ, ଦ୍ରୋଣ
ବିଶେଷଣ -
[ସମ୍ପାଦନା]ଲୋତକପୂର୍ଣ୍ଣ (ଚକ୍ଷୁ) —Tearful; brimming (eyes).
ଗୋପୀ ଲୋଚନ ଥନ ଥନ ନ କାନ୍ଦି କାନ୍ଦିଲା ବିଧାନ ଭୂପତି, ପ୍ରେମପଞ୍ଜମୃତ