Jump to content

ଥବିର

ଉଇକିଅଭିଧାନ‌ରୁ

ଥବିର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଥବିର)

[ସମ୍ପାଦନା]
୧. ବୃଦ୍ଧ — ୧. Old; aged.
୨. ସ୍ଥିର —୨. Tranquil.

ସେହିଠାକୁ ରଥ ଯେ ଚତ ମହାବୀର ସ୍ୱର୍ଗଦାଣ୍ଡେ ଚଳିଲେ ହୋଇଣ ଥବିର କୃଷ୍ଣସିଂହ, ମହାଭାରତ ବନ