Jump to content

ଥମ୍ୱିବା

ଉଇକିଅଭିଧାନ‌ରୁ

ଥମ୍ୱିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ମନ୍ତ୍ରାଦିଦ୍ୱାରା ସ୍ତମ୍ଭନ କରିବା — ୧. To charm or enchant a person.

ଅଗ୍ନି ଜାଳନ୍ତେ ଅମ୍ୱିଲା ରାଢ଼େଣୀ ଅନେକ କାଳେ ନ ତାତିଲା ପାଣି ପ୍ରତାପ, ଶଶିଶେଣା

୨. ଥମିବା (ଦେଖ) - —୨. Thamibā (See)

ଭୀମଙ୍କ ତୁଲେ ରଣ ଗୋଳ ଆରମ୍ଭିଲେ, ଭୟ ଜାତ ହେଲେ ତା ଦମ୍ଭରେ ଥମ୍ୱିଲେ କୃଷ୍ଣସିଂହ ମହାଭାରତ, ଭୀଷ୍ମ