ଥର

ଉଇକିଅଭିଧାନ‌ରୁ

ଥର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅସ୍ଥିର)[ସମ୍ପାଦନା]

୧. କମ୍ପ — ୧. Trembling; shiver; trepidation.

ବହଇ ଯେ ଥର ଭୟେ ହୃଦୟ ପଥର ଭଞ୍ଜ, ବୈଦେହୀଶବିଳାସ

୨. (ସଂସ୍କୃତ - ସ୍ତର) ବାଗ —୨. Times.

ସପତଟି ମୋରରେ ସହ ଏହି ଥରରେ କବିସୂର୍ଯ୍ୟ, କିଶୋରୀଚମ୍ପୁ ସ ଗୀତ