Jump to content

ଥରଥରିଆ

ଉଇକିଅଭିଧାନ‌ରୁ

ଥରଥରିଆ

ଉଚ୍ଚାରଣ

[ସମ୍ପାଦନା]
(ଥରଥରେଈ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଯେ ସାମାନ୍ୟ ଭୟର କାରଣ ଉପସ୍ଥିତ ହେଲେ ଥରେ; ଥରୁଆ; ଭୟାଳୁ — ୧. Given to trembling at slight causes; timid.
୨. ଭୟରେ ଅସ୍ଥିର —୨. Shaking through fear; trembling.
୩. ଅଥରପା; ଅସ୍ଥିରତା —୩. Tottering.

ବିଶେଷ୍ୟ -

[ସମ୍ପାଦନା]

କମ୍ପକମ୍ପା; ଏକ ପ୍ରକାର ବୁଢ଼ିଆଣୀ — A kind of slender and long-legged insect (which is seen trembling) Pholcus Phalangioidos.