ଥରହର
ଦେଖଣା
ଥରହର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ଥର ଶବ୍ଦ ସଙ୍ଗେ ଧ୍ୱନ୍ୟନୁକାରୀ ହର ଶବ୍ଦ ଯୋଗ)
[ସମ୍ପାଦନା]ଥରଥର (ଦେଖ) - —Tharathara (See)
ତାହା ଦେଖିଣ ଇନ୍ଦ୍ର ହୋଇ ଥରହର ମନେ କଲେ ମୋ ପ୍ରାଣ ନେବ ସେ ଅସୁର କୃଷ୍ଣସିଂହ, ମହାଭାରତ, ଶାନ୍ତି
[ଦ୍ରଷ୍ଟବ୍ୟ —ଥରଥର ଓ ଥରହର ଏକାର୍ଥବୋଧକ ମାତ୍ର ଭୟର ଆତିଶଯ୍ୟ ବୁଝାଇଲେ ଥରହର ଶବ୍ଦର ପ୍ରୟୋଗ କରାଯାଏ]