Jump to content

ଥରା ବାତ

ଉଇକିଅଭିଧାନ‌ରୁ

ଥରା ବାତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଏକ ପ୍ରକାର ବାତ ରୋଗ; ଯହିଁରେ ରୋଗୀ ବାରମ୍ୱାର କମ୍ପେ —୧. A fit of severe shivering.

[ଦ୍ରଷ୍ଟବ୍ୟ —ଏହି ବାତ ହେଲେ ରୋଗୀର ଦେହ ସର୍ବଦା କମ୍ପୁଥାଏ]

୨. ଭୟଜନିତ ମୁହୁର୍ମୂହୁଃ କମ୍ପନ — ୨. Violent trepidation due to fear.