ଥରିବା

ଉଇକିଅଭିଧାନ‌ରୁ

ଥରିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଥରାଇବା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ଅସ୍ଥିର; ଋଗ୍ଗେଦ ଓ ବାଜସନେୟୀ ସଂହିତାରେ ଅଥର୍ଯ୍ୟୁ=କମ୍ପୁଥିବା ଓ ଅଥର୍ଯ୍ୟତି= ଥରୁଛି ଅର୍ଥରେ ବ୍ୟବହୃତ ହେବା ମନିଅର ଉଇଲିଅମ୍ସ ଲେଖି ଅଛନ୍ତି)[ସମ୍ପାଦନା]

୧. (ଭୟରେ) କମ୍ପିବା — ୧. To shiver; to tremble; to quake with fear.

ଏହା ଜାଣିଣ ଦୁର୍ଯ୍ୟୋଧନାଦି ଭୟରେ ଅହର୍ଜିଶ ଭାବ ଥରିଲେ ନିରନ୍ତରେ କୃଷ୍ଣସିଂହ, ମହାଭାରତ, ଆଦି

୨. ଉପର୍ଯ୍ୟୁପରି ହଲିବା —୨. To shake repeatedly.