Jump to content

ଥରେ ଥରେ

ଉଇକିଅଭିଧାନ‌ରୁ

ଥରେ ଥରେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]

ବେଳେ ବେଳେ; କେବେ କେବେ — ୧. Some times; at times.


ଅନୁବାଦ

[ସମ୍ପାଦନା]

ମଦନେ ଥରେ ହୃଦ ପଥରେ ଶୁଆନ୍ତି ଥରେ ଥରେ ଭଞ୍ଜ, ପ୍ରେମସୁଧାନିଧି

୨. ଥରକୁ ଥର; ବାରଂବାର — ୨. Time after time; repeatedly.