Jump to content

ଥଲଥଲେଇବା

ଉଇକିଅଭିଧାନ‌ରୁ

ଥଲଥଲେଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଥଲଥଲାଇବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଥଲଥଲ ହେବା; ନରମା ମାଉଁସ ମେଞ୍ଚାପରି ହେବା —୧. To be flaccid or flabby.
୨. ଥାକୁଲ ଥାକୁଲ ହେବା; ଖୁବ ମୋଟ ବା ସ୍ଥୂଳ ହେବା — ୨. To be corpulent.
୩. ଧୁଣ୍ଡା ଓ ଥନ୍ତଲ ପେଟିଆ ମନୁଷ୍ୟଙ୍କ ପେଟରୁ ପୁଟୀ ବା ଅତିରିକ୍ତ ମାଉଁସ ଓହଳି ପଡ଼ିବା —୩. To dangle loosely or laxly as the flabby folds of flesh of a corpulent man.