Jump to content

ଥଳା

ଉଇକିଅଭିଧାନ‌ରୁ

ଥଳା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାଳୀ)

[ସମ୍ପାଦନା]
୧. ଥାଳି; ଚଡ଼ୁଆ — ୧. A plate; small tray; platter.
୨. (ଗୋରୁ) ଗଳକମଳ — ୨. Dewlap.

ବେକର ଥଳାଟା ଆଉ ଗାଈଠାରୁ କିଛି ଝୁଲୁଛି ଫକୀରମୋହନ, ଛମାଣଆଠଗୁଣ୍ଠ