Jump to content

ଥାଇ

ଉଇକିଅଭିଧାନ‌ରୁ

ଥାଇ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଥିବା କ୍ରିୟାର ଅସମାପିକା ରୂପ)

[ସମ୍ପାଦନା]

ସ୍ଥିତ ହୋଇ; ରହି —Staying

(ଯଥା—ସେଠି ତୁ ଥାଇ କିଛି କରିପାରିବୁ ନାହିଁ)