ଥାଉ
ଦେଖଣା
ଥାଉ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. (କୌଣସି କାର୍ଯ୍ୟ) ଏହିଠାରେ ବନ୍ଦ ହେଉ — ୧. Let us stop.
- ୨. ବନ୍ଦକର; ସ୍ଥଗିତ କର —୨. Stop.
- ୩. ଅପେକ୍ଷା କର —୩. Wait.
କ୍ରି. (ଅସମାପିକା)
[ସମ୍ପାଦନା]ଥାଇ (ଦେଖ) - —Thāi (See)
ଦିନ ବା ରାତି ବାକି ଥାଉ ବାଟ ନ ଚାଲନ୍ତି ଥାଉ ପହରେ ପ୍ରତାପ. ଶଶିଶେଣା