ଥାଉଁଥାଉଁ

ଉଇକିଅଭିଧାନ‌ରୁ

ଥାଉଁଥାଉଁ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ଅ[ସମ୍ପାଦନା]

ଥିବାସ୍ଥଳେ; ଥିବାସତ୍ତ୍ୱେ ଥିଲେ ମଧ୍ୟ — Inspite of; inspite of the presence of.

ନ ଦିଶଇ ଆଖି ଥାଉଁ ଥାଉଁ ପଥ କବିସୂର୍ଯ୍ୟ, ସଙ୍ଗୀତ