Jump to content

ଥାକ

ଉଇକିଅଭିଧାନ‌ରୁ

ଥାକ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସଂସ୍କୃତ - ସ୍ତବକ; ସ୍ତୋମକ; ତୁଳ ଇଂରାଜୀ - ଷ୍ଟାକ୍=ରାଶି; ଗଦା; ଷ୍ଟକ୍=ଭଣ୍ଡାର୍)

[ସମ୍ପାଦନା]
୧. ପ୍ରସ୍ତ; ପରସ୍ତ; ସ୍ତର — ୧. Layer; fold; stratum.
୨. ଧାରାବାହିକ; ଶ୍ରେଣୀ —୨. Series.
୩. ଧାଡ଼ି; ପଂକ୍ତି; ଶ୍ରେଣୀ —୩. Line; row.
୪. ଛୋଟ ଗଦା —୪. Small heap; stack.

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତାକ)

[ସମ୍ପାଦନା]
୧. କାନ୍ଥକୁରା; କାନ୍ଥ ଦେହରେ ଦ୍ରବ୍ୟାଦି ରଖିବାର ଠଣା — ୧. A niche in the wall; a recess in a wall.
୨. ଆଲମାରିର ଗୋଟିଏ ଫାଙ୍କ — ୨. A shelf of an almirah.

ବିଶେଷଣ -

[ସମ୍ପାଦନା]

ଛୋଟ —Small.