ଥାକବସ୍ତ

ଉଇକିଅଭିଧାନ‌ରୁ

ଥାକବସ୍ତ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ହିନ୍ଦୀ - ଥୋକବସ୍ତ; ଥାକ=ଗାଆଁର ସରହଦ)[ସମ୍ପାଦନା]

୧. ଜମିର ସୀମା ନିର୍ଦ୍ଧାରଣସୂଚକ ମାପ ବା ଜରୀବ୍ —୧. Cadastral survey.
୨. ଭିନ୍ନ ଭିନ୍ନ କ୍ଷେତ୍ରର ସୀମା ନିର୍ଦ୍ଧାରଣ — ୨. Ascertainment or filing up of the boundaries of different plots.
୩. ଭିନ୍ନ ଭିନ୍ନ କ୍ଷେତ୍ରର ଶ୍ରେଣୀ ନିରୂପଣ — ୩. Classification of different classes of lands.
୪. ଜମିର ସୀମା ଆଦି ନିରୂପକ କାଗଜପତ୍ର — ୪. Zamindari papers relating to cadastral survey.