ଥାକବସ୍ତି
ଦେଖଣା
ଥାକବସ୍ତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ହିନ୍ଦୀ - ଥୋକବସ୍ତ; ଥାକ=ଗାଆଁର ସରହଦ)
[ସମ୍ପାଦନା]- ୧. ଜମିର ସୀମା ନିର୍ଦ୍ଧାରଣସୂଚକ ମାପ ବା ଜରୀବ୍ —୧. Cadastral survey.
- ୨. ଭିନ୍ନ ଭିନ୍ନ କ୍ଷେତ୍ରର ସୀମା ନିର୍ଦ୍ଧାରଣ — ୨. Ascertainment or filing up of the boundaries of different plots.
- ୩. ଭିନ୍ନ ଭିନ୍ନ କ୍ଷେତ୍ରର ଶ୍ରେଣୀ ନିରୂପଣ — ୩. Classification of different classes of lands.
- ୪. ଜମିର ସୀମା ଆଦି ନିରୂପକ କାଗଜପତ୍ର — ୪. Zamindari papers relating to cadastral survey.