Jump to content

ଥାକୁଲା

ଉଇକିଅଭିଧାନ‌ରୁ

ଥାକୁଲା

ଉଚ୍ଚାରଣ

[ସମ୍ପାଦନା]
(ଥାକୁଲୀ—ସ୍ତ୍ରୀ)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ସ୍ଥୂଳକାୟ)

[ସମ୍ପାଦନା]

ସ୍ଥୂଳକାୟ; କୋଧା — Corpulent; fat; very stout.

ବିଭା ହୋଇଥିଲି ଥାକୁଲାଟାକୁ ଚୁଡ଼ାକୁଟି ଖାଇବାକୁ—ଢଗ