ଥାକୁଲ୍ଥାକୁଲ୍
ଦେଖଣା
ଥାକୁଲ୍ଥାକୁଲ୍
ଉଚ୍ଚାରଣ
[ସମ୍ପାଦନା]ଥାକୁଲ ଥୁକୁଲ, ଥାକୁଲୁ ଥାକୁଲୁ, ଥାକୁଲୁ ଥୁକୁଲୁଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଥାକୁଲ୍ଥାକୁଲ୍
|
ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଥୂଳ)
[ସମ୍ପାଦନା]- ୧. ଥଲ୍ଥଲିଆ; ସ୍ଥୂଳକାୟ ଓ ଦେହରୁ ମାଂସପୁଟା ଓହଳି ପଡ଼ୁଥିବା —୧. Corpulent; stout.
ଗଛ ଦିଓଟି ଅଧାଭଳିଆ ଥାକୁଲ ଥାକୁଲ— ଫକୀରମୋହନ, ଛମାଣ ଆଠଗୁଣ୍ଠ
- ୨. ଥଲ ଥଲ; କୋମଳ ଓ କାଦୁଆ — ୨. Flabby; soft and thick.
- ୩. ଲେସଡ଼ି ପଡ଼ୁଥିବା —୩. Soft and waxy.