ଥାକ କରିବା
ଦେଖଣା
ଥାକ କରିବା
ଉଚ୍ଚାରଣ
[ସମ୍ପାଦନା](ଥାକ ମାରିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଥାକ କରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ସ୍ତରେ ସ୍ତରେ ସଜ୍ଜିତ କରିବା — ୧. To arrange in layers.
- ୨. ଛୋଟ ଛୋଟ ଗଦାରେ ସଜ୍ଜିତ କରିବା —୨. To arrange in small heaps or stacks.
- ୩. ଶ୍ରେଣୀ ବିଭାଗ କରିବା — ୩. To sort; to classify.
- ୪. ଲୁଗା ଆଦିକୁ ପ୍ରସ୍ତ ପ୍ରସ୍ତ କରି ଭାଙ୍ଗିବା — ୪. To fold.