ଥାଟ

ଉଇକିଅଭିଧାନ‌ରୁ

ଥାଟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥିତି; ସଂସ୍କୃତ - ସ୍ଥାତ; ସ୍ଥାତା=ସ୍ଥି ତିଶୀଳ; ଦଣ୍ଡାୟ— ମାନ)[ସମ୍ପାଦନା]

୧. ସୈନ୍ୟଦଳ —୧. Army.

ସାନିଦୀ ସଟିନୀ—ତୀରେ ପ୍ରବେଶନ୍ତେ, ଉକଳପତିଙ୍କ ଥାଟ ରାଧାନାଥ. ପାର୍ବତୀ

୨. ପ୍ରତିମାର ମେଢ଼; ଢ଼ାଞ୍ଚା —୨. A frame work for an image's frame.
୩. ଧଡ଼; କଙ୍କାଳ —୩. Skeleton.
୪. ଚାଳର ବାଉଁଶନିର୍ମିତ ଆବରଣ —୪. The frame work for a thatched roof.
୫. ବାହ୍ୟ ଆଡ଼ମ୍ୱର; ଢ଼ପ — ୫. Out-ward frame; out-ward show.
୬. ସମୂହ —୬. Collection.

ଅଗୁରୁ ଧୁମ ଘନ ମଣି କେକୀ ଥାଟ କୃଷ୍ଣସିଂହ. ମହାଭାରତ. ବନ