Jump to content

ଥାଡ଼ କ୍ଲାସ୍

ଉଇକିଅଭିଧାନ‌ରୁ

ଥାଡ଼ କ୍ଲାସ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]
୧. ବିଦ୍ୟାଳୟର ତୃତୀୟ ଶ୍ରେଣୀ —୧. Third class of a school.
୨. ରେଳ ବା ଜହାଜର ନିମ୍ନତମ ଶ୍ରେଣୀ — Third class of a railway or ship.
୩. ନିମ୍ନ ଶ୍ରେଣୀ; ନିକୃଷ୍ଟ ଶ୍ରେଣୀ — Third class; lowest class.