ଥାତାମାମା

ଉଇକିଅଭିଧାନ ରୁ
Jump to navigation Jump to search

ଥାତାମାମା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. କୌଣସି କାର୍ଯ୍ୟ କରିବାକୁ ଇତ— ସ୍ତତଃ ହେବା; ଦ୍ୱିଧା କରିବା — Wavering.
୨. କୌଣସି କାର୍ଯ୍ୟ କରିବାକୁ ପଶ୍ଚାତ୍ପଦ ହେବା — ୨. Shrinking from doing a work.
୩. କୌଣସି କଥା କହିବାକୁ କୁଣ୍ଠିତ ହେବା — ୩. Prevarication.
୪. ସନ୍ଧିହାନ ହେବା —୪. Heasitancy.
୫. ସନ୍ଦେହ —୫. Doubt.

ବିଶେଷ୍ୟ -[ସମ୍ପାଦନା]

୧. ସନ୍ଧିହାନ —୧. Wavering.
୨. କୁଣ୍ଠିତ —୨. Prevarication.
୩. କୌଣସି କାର୍ଯ୍ୟ କରିବାକୁ ଇତସ୍ତତଃ କରୁଥିବା — ୩. Hesitating.
୪. ପଶ୍ଚାତ୍ପଦ —୪. Shrinking.