ଥାତି
ଦେଖଣା
ଥାତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥିତି)
[ସମ୍ପାଦନା]- ୧. ଜମା; ପୁଞ୍ଜି; ସଞ୍ଚିତ ଧନ; ଗଚ୍ଛିତ ଧନ —୧. Hoarded waelth.
ଶୋଭା ବିଶ୍ୱସୃକ ଥାତି ଭଣ୍ଡାର ଅଭିମନ୍ୟୁ. ବିଦଗ୍ଧ ଚିନ୍ତାମଣି
- ୨. ନ୍ୟସ୍ତ ଧନ —୨. Deposited wealth; money kept in trust with another.
- ୩. ଧନ ସମ୍ଫଦ୍; ବିଭବ —୩. Wealth; riches.