ଥାନାପତି

ଉଇକିଅଭିଧାନ‌ରୁ

ଥାନାପତି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଥାନପତି)[ସମ୍ପାଦନା]

୧. ମଠର ଅଧୀନ ଗ୍ରାମର ଶାସକ କର୍ମଚାରୀବିଶେଷ — ୧. A village-offical under an endowment.
୨. ହାଟୁଆ ସମ୍ପ୍ରଦାୟର ମୁଖିଆ ବ୍ୟକ୍ତି — ୨. A headman amongst th 'Hāṭuā' castes.


୩. ଗ୍ରାମର ମୁଖିଆ ବ୍ୟକ୍ତି, ସ୍ଥାନାଧିପତି — ୩. Headman of a village.
୪. ଗ୍ରାମର ଅଧିଷ୍ଠାତ୍ରୀ ଦେବତା; ଗ୍ରାମଦେବତା — ୪. Presiding Deity of a village.