Jump to content

ଥାନିପଟ୍ଟା

ଉଇକିଅଭିଧାନ‌ରୁ

ଥାନିପଟ୍ଟା

ଉଚ୍ଚାରଣ

[ସମ୍ପାଦନା]

(ଥାନିପଟା—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କାଳିପଟ୍ଟା; ଥାନି ରଇତକୁ ମିଳିଥିବା ସ୍ଥାୟୀ ପଟ୍ଟା —Permanent lease granted to a resident royat.