ଥାନେଶ୍ୱର

ଉଇକିଅଭିଧାନ‌ରୁ

ଥାନେଶ୍ୱର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ନାମ)[ସମ୍ପାଦନା]

ଦିଲ୍ଲୀ ନିକଟସ୍ଥ ପ୍ରଧାନ ଯୁଦ୍ଧ କ୍ଷେତ୍ର — Name of a famous battle field near Delhi.

[ଦ୍ରଷ୍ଟବ୍ୟ —ଏଠାରେ୧୧୯୧:ରେ ପୃଥ୍ୱୀରାଜ ଭାରତ ଆକ୍ରମଣ— କାରୀ ମୁସଲମାନ ମହମ୍ମଦ ଘୋରୀଙ୍କୁ ପରାସ୍ତ କରିଥିଲେ କିନ୍ତୁ ତାର ପର ବର୍ଷ ମହମ୍ମଦ ଘୋରୀ ଏଠାରେ ପୃଥ୍ୱୀରାଜଙ୍କୁ ପରାସ୍ତ ଓ ବନ୍ଦୀ କରି ହତ୍ୟା କଲେ ଓ ଦିଲ୍ଲୀ, କନଉଳ ଓ ବନାରସ ଅଧିକାର କଲେ; ଏ ଯୁଦ୍ଧରେ କ୍ଷେତ୍ରରେ ଅନ୍ୟ ନାମ ତିରୋରୀ]