Jump to content

ଥାନ ମୁନ୍ଦୁରା

ଉଇକିଅଭିଧାନ‌ରୁ

ଥାନ ମୁନ୍ଦୁରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଥାନମୁଣ୍ଡା, ଥାନମୁଦ୍ରାଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାନ+ମୁଦ୍ରା)

[ସମ୍ପାଦନା]

କପାଳର ଦୁଇପାଖ; ଯେଉଁ ସ୍ଥାନ ମୁଣ୍ଡ ବଥାଇଲେ ଡ଼ିଏଁ ବା ବିନ୍ଧେ —The temples of the head.

ଜଣଙ୍କର ମୁଣ୍ଡ ବଥାଇଲେ ଆଉ ଜଣଙ୍କର ଥାନମୁନ୍ଦୁରା ପଡ଼େ ପଞ୍ଚାମୃତ, ୫୧: —୭ ପୃଷ୍ଠା