ଥାପି
ଦେଖଣା
ଥାପି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଥାପି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୁମ୍ଭାରଙ୍କର ପିଟଣା; ଯେଉଁ ପିଟଣାଦ୍ୱାରା କୁମ୍ଭାର— ମାନେ କଞ୍ଚା ହାଣ୍ଡି ଆଦିକୁ ପିଟନ୍ତି; କୋବା; ପିଟଣା — ୧. A flat piece of wood used by potters to pat the wet earthen pots.
- ୨. ପଥୁରିଆଙ୍କ ବ୍ୟବହୃତ ନିହଣ — ୨. A stone mason's chisel.
- ୩. ଶାନ୍ତି —୩. Calmness; peace.
ବିଶେଷଣ - (ସଂସ୍କୃତ - ସ୍ଥା ଧାତୁ ଣିଜନ୍ତ କିମ୍ୱା ସ୍ଥାପି ଧାତୁ)
[ସମ୍ପାଦନା]- ୧. ସ୍ଥିର — ୧. Fixed.
- ୨. ଶାନ୍ତି —୨. Appeased; calm.
କ୍ରି.ବିଶେଷଣ -
[ସମ୍ପାଦନା]- ୧. ଧୀରେ —୧. Quietly; slowly.
- ୨. ଶାନ୍ତଭାବରେ —୨. Calmly.
- ୩. ସ୍ଥିର କରି —୩. With certainty
ଥାପିରେ କହ ତଥାପିରେ ପ୍ରିୟସଖି—କବିସୂର୍ଯ୍ୟ. କିଶୋରୀଚମ୍ପୁ. ଥ ଗୀତ