ଥାପୁଡ଼ାଇବା
ଥାପୁଡ଼ାଇବା
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ଥାପୁଡ଼ାଥାପୁଡ଼ି କରିବା—ଅନ୍ୟରୂପ)
ଅନୁବାଦ[ସମ୍ପାଦନା]
ଦେଶଜ - କ୍ରିୟାପଦ - (ଧ୍ୱନ୍ୟନୁକରଣ)[ସମ୍ପାଦନା]
- ୧. ଧୀରେ ଧୀରେ ଚାପୁଡ଼ା ମାରିବା —୧. To slap or pat; to strike with the flat of the hand gently.
- ୨. ହାତଦ୍ୱାରା ମାଟି ଆଦି ଛାଟିବା —୨. To stick mud on a wall with the hand.
- ୩. ଅସ୍ଥାୟୀଭାବରେ କୌଣସି କାର୍ଯ୍ୟ କରିବା —୩. To patch up a thing; to do patch work.
- ୪. କୌଣସି କର୍ଯ୍ୟକୁ କିଛିକାଳ ସକାଶେ ଅଟକାଇ ରଖିବା —୪. To keep a matter in obeyance for the time being.