ଥାପୁଡ଼େଇବା

ଉଇକିଅଭିଧାନ‌ରୁ

ଥାପୁଡ଼େଇବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଥାପୁଡ଼ାଥାପୁଡ଼ି କରିବା—ଅନ୍ୟରୂପ)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ - (ଧ୍ୱନ୍ୟନୁକରଣ)[ସମ୍ପାଦନା]

୧. ଧୀରେ ଧୀରେ ଚାପୁଡ଼ା ମାରିବା —୧. To slap or pat; to strike with the flat of the hand gently.
୨. ହାତଦ୍ୱାରା ମାଟି ଆଦି ଛାଟିବା —୨. To stick mud on a wall with the hand.
୩. ଅସ୍ଥାୟୀଭାବରେ କୌଣସି କାର୍ଯ୍ୟ କରିବା —୩. To patch up a thing; to do patch work.
୪. କୌଣସି କର୍ଯ୍ୟକୁ କିଛିକାଳ ସକାଶେ ଅଟକାଇ ରଖିବା —୪. To keep a matter in obeyance for the time being.