Jump to content

ଥାବା

ଉଇକିଅଭିଧାନ‌ରୁ

ଥାବା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ମେଦିନୀପୁର ଓ ବାଲେଶ୍ୱର) ବିଶେଷ୍ୟ - (ତୁଳ. ଏହି ଅର୍ଥରେ ବଙ୍ଗାଳୀ - ଏହି ଶବ୍ଦ)

[ସମ୍ପାଦନା]

ବାଘ ଭାଲୁ ଆଦି ଜୀବଜନ୍ତୁଙ୍କର କରତଳ —The paw or claws of an animal.