Jump to content

ଥାମିବା

ଉଇକିଅଭିଧାନ‌ରୁ

ଥାମିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ - (ସଂସ୍କୃତ - ସ୍ତନଭ୍ ଧାତୁ; ସ୍ତମ୍ଭନ)

[ସମ୍ପାଦନା]
୧. ସ୍ଥମ୍ଭିତ ହେବା — ୧. To stop; to halt.


ଅନୁବାଦ

[ସମ୍ପାଦନା]
୨. ତୁନି ହେବା —୨. To cease talking.
୩. କ୍ଷାନ୍ତ ହେବା; ନିବୃତ୍ତ ହେବା — ୩. To forbear.