Jump to content

ଥାଳି

ଉଇକିଅଭିଧାନ‌ରୁ

ଥାଳି

ଉଚ୍ଚାରଣ

[ସମ୍ପାଦନା]

(ଥାଳିଆ—ବିପରୀତ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ଥାଳୀ=ବଟୁଳୀ; ପାକପାତ୍ର)

[ସମ୍ପାଦନା]
୧. ଧାତୁର ଚଟକା ପାତ୍ର —୧. Metal tray.
୨. ଥାଳ; ଭିକ୍ଷାପାତ୍ର — ୨. Begger's bowl.

[ଦ୍ରଷ୍ଟବ୍ୟ —ଥାଳି ମାରିଦେଲେ ଚାଲି ଯିବ—ବାକ୍ୟ ଯେଉଁଠାରେ ବହୁତ ଲୋକ ଖୁନ୍ଦା ଖୁନ୍ଦି ହୋଇ ଜମା ହୋଇଥାଆନ୍ତେ, ସେମାନଙ୍କୁ ଲକ୍ଷ୍ୟ କରି ବାକ୍ୟ ପ୍ରୟୋଗ କରାଯାଏ ମନୁଷ୍ୟ ମୁଣ୍ଡମାନ ଏପରି ଘନସନ୍ନିବିଷ୍ଟ ହୋଇଅଛି ଯେ, ସେହି ମୁଣ୍ଡମାନଙ୍କ ଉପରେ ପଟେ ଥାଳି ଚଲାଇ ଦେଲେ ଲୋକମାନଙ୍କ ମୁଣ୍ଡ ଉପରେ ତାହା ଖସି ଚାଲିଯିବ ]