Jump to content

ଥାଳିଧରା

ଉଇକିଅଭିଧାନ‌ରୁ

ଥାଳିଧରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବ୍ରତବେଦୀରେ ବ୍ରହ୍ମଚାରୀ ଭିକ୍ଷା କଲାବେଳେ ମାମୁ ବ୍ରହ୍ମଚାରୀ ପଛଆଡ଼େ ଠିଆ ହୋଇ ବ୍ରହ୍ମଚାରୀ ଧରି ଥିବା ଭିକ୍ଷାଥାଳିକୁ ଟେକି ଧରିବା —The act of the boy's maternal uncle holding up the plate held up by a Brāhmaṇa boy during his sacred thread ceremony, by standing behind the boy.