Jump to content

ଥାଳି ଖେଚାଡ଼ି

ଉଇକିଅଭିଧାନ‌ରୁ

ଥାଳି ଖେଚାଡ଼ି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ -

[ସମ୍ପାଦନା]

ଥାଳିରେ ବଢ଼ାଯାଇ ଜଗନ୍ନାଥ ଲିଙ୍ଗରାଜ ଆଦି ମହାପ୍ରଭୁଙ୍କ ସକାଳେ ଭୋଗ କରାଯିବା ଖେଚାଡ଼ି —Rice boiloed with pulse and offered to Idols in the morning.