Jump to content

ଥି

ଉଇକିଅଭିଧାନ‌ରୁ

ଥି

ଉଚ୍ଚାରଣ

[ସମ୍ପାଦନା]

(ଥି—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - (ପ୍ରତ୍ୟୟ)

[ସମ୍ପାଦନା]

(୭ମୀ ବିଭକ୍ତ୍ୟର୍ଥପ୍ରୟୋଗ)ଠାରେ — (a suffix denoting) At.

(ଯଥା—ଏଥି, ତଥି)

ପ୍ରାଦେଶିକ - (ସମ୍ୱଲପୁର) ବିଭକ୍ତିଚିହ୍ନ

[ସମ୍ପାଦନା]
୧.ରେ —୧. In.
୨.ରୁ —୨. From.

(ଯଥା—ତାର ଆଏଁ ରୁଥି ପିଚରା ବାହାରୁଛେ)