ଥିରିଥିରି

ଉଇକିଅଭିଧାନ‌ରୁ

ଥିରିଥିରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -[ସମ୍ପାଦନା]

୧. ଚୁପ୍ ହୋଇ — ୧. Silently.
୨. ସ୍ଥିରଭାବରେ —୨. Quietly.
୩. ଧୀରେ ଧୀରେ —୩. Slowly.
୪. ଉଶ୍ୱାସ କରି —୪. Lightly; gently.



ଥିରିଥିରି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ -[ସମ୍ପାଦନା]

ଧୀର; ଅଚଞ୍ଚଳ — Slow; quiet.

ଗ୍ରାମ୍ୟ - କ୍ରି.ବିଶେଷଣ -[ସମ୍ପାଦନା]

୧. ଧୀରସ୍ଥିରଭାବରେ —୧. Gently.
୨. ଧୀରେ ଧୀରେ —୨. Slowly.