Jump to content

ଥୁଅ

ଉଇକିଅଭିଧାନ‌ରୁ

ଥୁଅ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ସ୍ଥା ଧାତୁର ଣିଜନ୍ତ ସ୍ଥାପି ଧାତୁ, ଥୋଇବା ଓଡ଼ିଆ ଧାତୁର ଦ୍ୱିତୀୟ ପୁରୁଷ ଅନୁଜ୍ଞା)

[ସମ୍ପାଦନା]
୧. (ତୁମ୍ଭେ) ରଖ —(you) Do keep.

ଏହାକୁ ପ୍ରାଣ ମାତ୍ରେ ଥୁଆ ରାଜ୍ୟୁ ବାହାର କରି ଦିଅ ଜଗନ୍ନାଥ. ଭାଗବତ

୨. ସ୍ଥାପନ କର —୨. (you) Do place.