Jump to content

ଥୁଆଇବା

ଉଇକିଅଭିଧାନ‌ରୁ

ଥୁଆଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ଥୋଇବା କ୍ରିୟାର ଣିଜନ୍ତ ରୂପ) — The causative form of Thoibā.

୨. ରଖାଇବା; ସ୍ଥାପନ କରାଇବା — To cause to place or set.

ପୃଥଙ୍କର ପ୍ରତିରୂପ ଗଢ଼ାଇ ବାଞ୍ଚନେ, ଥୁଆଇବ ଜୟଚନ୍ଦ୍ର ରାଜସରା ତଳେ ରାଧାନାଥ. ମହାଯାତ୍ରା