Jump to content

ଥୁତ୍କାର

ଉଇକିଅଭିଧାନ‌ରୁ

ଥୁତ୍କାର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ତୁତ୍+କୃ ଧାତୁ+ଭାବ. ଅ)

[ସମ୍ପାଦନା]

ଛେପ ପକାଇବା —Spitting.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଛେପ —୧. Spittle.
୨. ଧିକ୍କାର —୨. Contemptuous dispargement.