ଥୁଥା

ଉଇକିଅଭିଧାନ‌ରୁ

ଥୁଥା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଥୁଉଥାଆ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଥୁତ୍)[ସମ୍ପାଦନା]

୧. ଧିକ୍କାର — ୧. Contemptuous expression.

(ଯଥା—ମୋ ଉପରେ ଏତେ ଥୁଥା କାହିଁକି?)

୨. ଅନବରତ ଛେପ ପକାଇବା — ୨. Repeated spitting.