Jump to content

ଥୁଥି

ଉଇକିଅଭିଧାନ‌ରୁ

ଥୁଥି

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ - (ସଂସ୍କୃତ - କ୍ରୋଟୀ) (ତୁଳ. ହିନ୍ଦୀ - ଥୁଥନ୍; ଥୁଥନୀ)

[ସମ୍ପାଦନା]
୧. ଚିବୁକ; ଓଠର ତଳଭାଗ — ୧. The chin.
୨. ଥୋଡ଼ି; ଦାଢ଼ି —୨. Beard.
୩. ଥୋମଣି —୩. Snout.