Jump to content

ଥୁବୁଡ଼ା

ଉଇକିଅଭିଧାନ‌ରୁ

ଥୁବୁଡ଼ା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ସ୍ଥବିର)

[ସମ୍ପାଦନା]
୧. ମୁଣ୍ଡା; ଦାଢ଼ ନ ଥିବା; ଦନ୍ଥରା —୧. Blunt.
୨. ଦରବୁଡ଼ା; ଅତି ବୃଦ୍ଧ — ୨. An elderly person.
୩. ଦରବୁଢ଼ା ହବା ପର୍ଯ୍ୟନ୍ତ ଯେ ଆବିବାହିତ ରହେ — ୩. Old bachelor; a man who has long passed his marriageable age but still unmarried.
୪. ନତ —୪. Bent.
୫. ନୁର୍ଲ୍ଲଜ; ଥୋବରା —୫. Shameless.