Jump to content

ଥୁବୁଡ଼ୀ

ଉଇକିଅଭିଧାନ‌ରୁ

ଥୁବୁଡ଼ୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]
୧. ବୟସ୍କା ଓ ଅବିବାହିତା (କନ୍ୟା) — (a girl) Who has long past the marriageable age; old yet unmarried (woman).

କରଣ ଘର ବୋଲି ଝିଅଟାକୁ ଥୁବୁଡ଼ୀ କରି ଘରେ, ରଖିବା ସେଇଟା ନିହାତି ନିଲଠାପଣିଆ କଥା ଫକୀରମୋହନ, ଗଳ୍ପସ୍ୱଳ୍ପ