Jump to content

ଥୁରୁଥୁରା

ଉଇକିଅଭିଧାନ‌ରୁ

ଥୁରୁଥୁରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଥୁରଥୁରିଆ, ଥୁରୁଥୁରିଆଅନ୍ୟରୂପ

(ଥୁର(ରୁ)ଥୁରୀ; ଥୁର(ରୁ)ଥରେଈ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. ଥରଥରା; କମ୍ପମାନ; ଯେ ଥରେ — ୧. Trembling; shaking; tremulous; crazy,
୨. ଭୟାଳୁ —୨. Timid.
୩. ଅତି ବୃଦ୍ଧ ଓ କମ୍ପିତ କଳେବର — ୩. Shaky; decrepit.