ଥେଇ ଥେଇ
ଦେଖଣା
ଥେଇ ଥେଇ
ଉଚ୍ଚାରଣ
[ସମ୍ପାଦନା]ଥେଇଥେଇକା, ଥେଇ ଥେଇତା, ଥେୟା ତା ଥେଇ, ଥୈୟା ଥୈୟା—ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଥେଇ ଥେଇ
|
ଦେଶଜ - ଅ.
[ସମ୍ପାଦନା]ନାଚିବାର ଉକୁଟ — A key of dancing.
ଥେଇ ଥେଇ ହୋଇ ଭଲ ତ ନାଚଇ ବାଜା ଶୁଣି ହୋଇ ତୋଷ ଯେ ବିଶ୍ୱନାଥ. ବିଚିତ୍ରରାମାୟଣ
ବିଶେଷ୍ୟ -
[ସମ୍ପାଦନା]- ୧. ନୃତ୍ୟ —୧. Dancing.
- ୨. (ଲକ୍ଷଣାର୍ଥ) କଳି କଜିଆ — ୨. (figurative) Quarrelling.
(ଯଥା—ତାଙ୍କ ଘରେ ୩ ଦିନ ହେଲା ଥେଇ ଥେଇ ଲାଗିଛି)