ଥେକିବା

ଉଇକିଅଭିଧାନ‌ରୁ

ଥେକିବା

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - କ୍ରିୟାପଦ -[ସମ୍ପାଦନା]

୧. ଭୂଇଁରେ ଟିପ ଭରା ଦେବା — ୧. To support one's self by putting the thumb on the ground.

ହିମାଳୟ ଶିଖେ ଆଙ୍ଗୁଷ୍ଠିଟିଏ ଥେକି ତପ କଲେ ଖର୍ବ ସୁଖ ଭାକି କୃଷ୍ଣସିଂହ. ମହାଭାରତ ଶାନ୍ତି

୨. ଖୋବିବା; ଭୂଷିବା; କାହିରି ଭିତରକୁ କୌଣସି ପଦାର୍ଥ ଭେଦ କରିବା —୨. To poke.