ଥେଣ୍ଟା ଥେଣ୍ଟି
ଦେଖଣା
ଥେଣ୍ଟା ଥେଣ୍ଟି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଥେଣ୍ଟା ଥେଣ୍ଟି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଠୋସା ଠେସି; ଦୁଇ ଜଣ ବ୍ୟକ୍ତି (ବା ଚାକର) କୌଣସି କାର୍ଯ୍ୟ କରିବାକୁ ପରସ୍ପର ମଧ୍ୟରେ କଳି ଲଗାଇ ପରସ୍ପର କାମ ପକାଇବା —୧. Mutual shrinking or shuffling of responsibility for doing any work; carping at each other.
[ଦ୍ରଷ୍ଟବ୍ୟ —ଯେଉଁ ଘରେ ଏକାଧିକ ଚାକର ଥାଆନ୍ତି ଓ ଚାକରଙ୍କ ମଧ୍ୟରେ କାର୍ଯ୍ୟ ବିଭାଗ ନ ଥାଏ ସେମାନେ ଥେଣ୍ଟା ଥେଣ୍ଟି ହୋଇ ଅନେକ କାର୍ଯ୍ୟ ବାକି ପକାଇ ରଖନ୍ତି]
- ୨. ଗୁରୁଜନ ବା ପ୍ରଭୁଙ୍କ ଏକାଧିକ ଥର ଅବଜ୍ଞା କରିବା —୨. Repeated recalcitrancy or insubordintion.
- ୩. ଠେଲାଠେଲି (ଦେଖ) - —୩. Ṭhelāṭheli (See)