ଥେଣ୍ଟୀ
ଦେଖଣା
ଥେଣ୍ଟୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଥେଣ୍ଟୀ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତ୍ରୋଟୀ)
[ସମ୍ପାଦନା]- ୧. ଯେଉଁ ଲମ୍ୱ ସରୁ ଓ ମୁନିଆ ଭୂଭାଗ (ଥଣ୍ଟପରି) ଜଳ ମଧ୍ୟକୁ ପଶି ଯାଇ ଥାଏ — ୧. A narrow pointed strip of hand running into water.
- ୨. ମୁଥ —୨. A box on the side of the face.
ଅନୁବାଦ
[ସମ୍ପାଦନା]ଥେଣ୍ଟୀ
|
ବିଶେଷଣ - ସ୍ତ୍ରୀ
[ସମ୍ପାଦନା]- ୧. ଅମାନିଆ (ସ୍ତ୍ରା) — ୧. Insubordinate (woman).
- ୨. କଳିହୁଡ଼ୀ (ସ୍ତ୍ରୀ) —୨. Quarrelsome (woman).